STORYMIRROR

Padarbinda Rath

Others Inspirational

2  

Padarbinda Rath

Others Inspirational

ପ୍ରେମର ପ୍ରତିଶବ୍ଦ - ୩

ପ୍ରେମର ପ୍ରତିଶବ୍ଦ - ୩

1 min
2.6K


ପ୍ରେମର ପ୍ରତିଶବ୍ଦ -୩

ଲୁହଭରା ନୟନେ କୋହଭରା ହୃଦୟେ

ତୋ ସ୍ମୃତିକୁ ଧରି ସଂଗେ 
ବନ୍ଧନରୁ ମୁକ୍ତ ଭାବନାକୁ ନକରି ବ୍ୟକ୍ତ,

ପଥଭ୍ରଷ୍ଟ ମୁଁ ଏ ପଥର ଶୀର୍ଷ ପ୍ରାନ୍ତରେ
ଅପେକ୍ଷା ମୋ ଅଶ୍ରୁ ନିତ୍ୟ ନୟନେ

କଷ୍ଟର ପରିଧିକୁ ଦେଖିବାକୁ ଏ ବିଲୁପ୍ତ ସାଗରେ


Rate this content
Log in