Padarbinda Rath
Others
ଦୀପ ବି ଜଳୁଛି କର୍ମର ଆଳରେ
ସଳିତା ସାଜେ ତାର ସାକ୍ଷୀ
ଅଗ୍ନିଶିଖା ଜ୍ୱାଳା ଦେହେ ଏକାକୀ ଆଦରି
ଜଳୁଥାଏ ନିଜେ ଆଶାର ଆତୁରେ
ପ୍ରେରଣାର ଭାବ କୋଟି ହୃଦେ ଏକା ବାଣ୍ଟି ।
ପ୍ରେମର ପ୍ରତିଶବ୍ଦ _ପଦାରବିନ୍ଦ ରଥ
ଦୀପ
ଏ କି ନିୟତି ବି...
ଏ ଅତୀତ
କୃଷକ ଦିବସ
ଏକାନ୍ତ ଗୋପନ
ଏକାନ୍ତ ନିଜର ଏ...
ତୁମ ଛୋଟ ଛୋଟ ସ...
ପ୍ରେମର ପ୍ରତିଶ...