Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padarbinda Rath

Others

2  

Padarbinda Rath

Others

ଏ କି ନିୟତି ବିଚାର

ଏ କି ନିୟତି ବିଚାର

1 min
265


ମନୋହର ସୁଗନ୍ଧକୁ ପ୍ରସ୍ଫୁଟିତ ବନେ ଉଲ୍ଲାସ

କ୍ଷଣଭଙ୍ଗୁର ତା ଜୀବଚର୍ଯ୍ୟା ବିଚିତ୍ର ଏ ସଂସାର

ଦେବକର୍ମେ ଅଲୋଡ଼ା ସେ ପଥିକ ମାର୍ଗେ ଉନ୍ମାଦ

ଝଡ଼ିପଡ଼େ ନିତ୍ୟ ବନେ ମଳିନ ତା ଶୁଷ୍କ ଶରୀର

ସମୟଚକ୍ରେ ଅଙ୍ଗୀକାର ଏ କି ନିୟତି ବିଚାର


ପ୍ରେମର ପ୍ରତିଶବ୍ଦ-ପଦାରବିନ୍ଦ ରଥ


Rate this content
Log in