STORYMIRROR

Dipti lekha Mishra

Romance

2  

Dipti lekha Mishra

Romance

ପ୍ରେମର ନାନା ରଙ୍ଗ

ପ୍ରେମର ନାନା ରଙ୍ଗ

1 min
82

ପ୍ରେମ ଅଟେ ଚିରନ୍ତନ ଶାଶ୍ବତ

ରଙ୍ଗବେରଙ୍ଗରେ ସଜା ସେତ

ଅଢେଈ ଅକ୍ଷର ପ୍ରେମ ସିନା କଲି

ନାନା ରଙ୍ଗର ପ୍ରେମ ହେଲା ଉନ୍ନତ


ଧଳା ,ନୀଳ, ନାଲି ,କମଳା ରଙ୍ଗ ରେ

ଭରା ଦିଶେ ଗୋଲାପ କ୍ଷେତ

ସେମିତି ରଙ୍ଗର ପ୍ରେମ ଆଭାସ ମୋତେ

ପ୍ରିୟ ଦେଲଣି ଯେ ସତ


କେଉଁ ରଙ୍ଗରେ ମୁଁ ହେବି ସଜାଇ

ପାରୁନାହିଁ ଯେବେ ଜାଣି

ମନ ପସନ୍ଦର ରଙ୍ଗ ସହ ପ୍ରିୟ

ଆସ ଦୁନିଆର ସବୁରଙ୍ଗ କିଣି


ତୁମେ ମୋ ଜୀବନେ ରଙ୍ଗ ବରଷାଅ

ମୁଁ ରଙ୍ଗୀନ ହେଉଥିବି

ତୁମକୁ ସେମିତି ପ୍ରେମର ମିଠା ରଙ୍ଗରେ

ରଙ୍ଗାଇଦେଉଥିବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance