STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମୋଦୟ ଚମ୍ପୂ (5 )

ପ୍ରେମୋଦୟ ଚମ୍ପୂ (5 )

1 min
415


(5)

ଶ୍ରୀକୃଷ୍ଣ

ରାଗ – ତୋଡି ଜଙ୍ଗଲା –ଏକତାଳି


ନାହିଁ ତ ସଙ୍ଗରେ ମୋର କାହିଁ ପ୍ରିୟସଖି ରେ (ଘୋଷା)

ନବ ପଲ୍ଲବ ଅଧର, ନିକଟେ ଯେ ମନୋହର

ନୀଳଚିତ୍ରେ ଲୀଳା - ମଧୁକର ଅଙ୍କ ଲେଖି ରେ(1)

ନଟ ରୁଚିର ଖଞ୍ଜନ, - ନିବହ ଶୋଭା ଗଞ୍ଜନ

ନୟନାନ୍ତେ ଯେ ମୋହନ ଶର ଅଛି ରଖି ରେ (2)

ନୂଆକରି ଯେ କିଶୋରୀ ନାଗରଙ୍କ ଦମ୍ଭ ହରି -

ନେବାରେ ବିଳାସ ଅଛି ମାଧୁରୀକି ଶିଖି ରେ (3)

ନିରୂପମ ଯା ର ଗଦ,ନଳିନଜ ମକରନ୍ଦ

ନିତି ଜଗଦେବ ମତି ଭୃଙ୍ଗ ପାରେ ଚାଖି ରେ (4)



Rate this content
Log in

Similar oriya poem from Classics