ପ୍ରେମିକା
ପ୍ରେମିକା
ତୁମ ଢ଼ଳ ଜଳ ସତୃଷ୍ଣ, ଚକ୍ଷୁଯୁଗଳରେ ଶତାବ୍ଦୀର କ୍ଷୁଧା
ତୁମ କାଳକୃଷ୍ଣ କବରୀରେ ଘୁତ ନୀଳିମାର ଛାୟା
ତୁମ ଗୋଲାପୀ ସଂଡ ଦେଶରେ କୃଷ୍ଣଚୁଡାର ମାୟା
ତୁମ ରକ୍ତିମ ମୁଖ ମଣ୍ଡଳରେ ସ୍ନାନ ଦ୍ରର ଦ୍ୟୁତି
ତୁମ ଦେହର ମାନଚିତ୍ରରେ ସ୍ପଷ୍ଟ ଏକ ଝଡର ଆଭାସ
ତୁମ ବ୍ୟକ ଚାହାଣୀରେ ଚୋରା ଚୋରା ପ୍ରୀତିର ଆସଂତ୍ରଣ
ତୁମ ଶରୀରର ପ୍ରତିଟି ତ୍ରୀରେ କଂପନ ଏକ ଅଜଣା ପ୍ରଶ୍ନ
ତୁମ ହୃଦୟର ସମସ୍ତ ସ୍ପନ୍ଦନରେ ସୃଷ୍ଟ ଏକ ଅନନ୍ୟ ପ୍ରତୀକ
ତୁମ ଆତ୍ମାରେ ଆଲୋଡନ ସେହି ସୁରମ୍ୟ ସମ୍ପର୍କର ଚିହ୍ନ
ସର୍ବୋପରି ତୁମ ବ୍ୟକ୍ତିତ୍ୱର ଝକୃତ ଏକ ଐଶ୍ୱରୀୟ,
ନୈସର୍ଗିକ ପ୍ରେମ
ତୁମ କ୍ରୀଡାବତୀ ଅବଙ୍ଗୁଠନ ଓ ତଜନିତ ଅଭୁଲା କମ୍ପନ
ଶିହରଣମାନଙ୍କର :ଝଡ ଓ ଅସାମାନ୍ୟ ସ୍ପନ୍ଦନ
ତୁମ କେଶବରୀରେ ଭସାମେଘର ଭ୍ରମ
ତୁମ ନିଟୋଳ ତନୁଶ୍ରୀରେ ବିୟୋଗୀତକ ନାଟକ ମହାଦ୍ରୁମ
ତୁମ ଅକ୍ଷତ ଯୌବନରେ ଅକ୍ଷୟ, ଅମର ପ୍ରେମର ୱେବ୍
ତୁମ ବହୁବର୍ଷା ଇଜେଲରେ ବଂହୀ ଏକ ପ୍ରେମିକର ତୈଳଚିତ୍ର
ତୁମ ମୌସୁମୀ ମନସ୍କାର ଆତ୍ମାରି ବାଲୁବଂରେ
ସୁସ୍ପଷ୍ଟ ଏକ ଅଭିଯାତ୍ରୀର ପଦଚିହ୍ନ
ତୁମ ଅଫୁରଂତ ପ୍ରାଣପ୍ରାଚୁର୍ଯ୍ୟର କୌମୁଦୀ ସୌରଜରେ
ମହକିତ
ମୁଁ ଏକପରାଜିତ ପ୍ରଜାପତି
ତୁମରି ପଣତକାନିରେ ବ୍ୟଧା ମୁଁ ଏକ ପ୍ରଲୁବ ପଗ।
