Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Romance

2  

Rajalaxmi Tripathy

Romance

ପ୍ରେମିକା ର ନାଁ

ପ୍ରେମିକା ର ନାଁ

1 min
143


ପ୍ରେମିକା ର ନାଁ

ମଧୁର ,କୋମଳ ଠିକ୍ ପ୍ରେମିକା ପରି।

ସଦ୍ୟ ପ୍ରସ୍ଫୁଟିତ ଏକ ଗୋଲାପର ଶିହରଣ।

ଏକ ନିଷ୍କଳଙ୍କ ସମ୍ମୋହନ

ବାନ୍ଧି ରଖେ ପ୍ରେମିକର ହୃଦୟ ।

ତା' ଅନ୍ତର ନିଭୃତରେ ସାଇତା

ସୁବର୍ଣ୍ଣ ସିନ୍ଦୁକର

ମୁହଁ ଖୋଲିଲେ ଝଲସି ଉଠେ

ପ୍ରେମିକାର ଗାଁ

ବାଡ଼ି ପଟ ପଦ୍ମପୋଖରୀର

ପଦ୍ମକଢି ମାନଙ୍କର ନୃତ୍ୟ,

ତାଳବଣ ଡେଇଁ ଡେଇଁ ଯାଉଥିବା

ସେହି ଚଂଚଳା କିଶୋରୀ ।


ପ୍ରେମିକା ର ନାଁ,

ଏକ ଅଦୃଶ୍ୟ ସାନ୍ନିଧ୍ୟ

କେଉଁ ଲଳିତ ସ୍ତବର

ବିଶ୍ୱାସ ଓ ଆଶ୍ବାସନା

ଆତୁର ପ୍ରେମିକର ।


ପ୍ରେମିକା ର ନାଁ

ଚିରଦିନ ସଜଫୁଲ

କେବେ ବି ମଉଳେ ନାହିଁ

ପ୍ରେମିକ ମନରେ ।


Rate this content
Log in

Similar oriya poem from Romance