STORYMIRROR

bebismita kar

Romance

3  

bebismita kar

Romance

ପ୍ରେମିକ

ପ୍ରେମିକ

1 min
532

ପ୍ରେମ ବିନା କେହି ବଞ୍ଚିତ ପାରେନା ଜାଣିଚି ଏକା ପ୍ରେମିକ

ସବୁ ସହିଯାଏ ତଥାପି ସେ କରେ ପାଉ ପଛେ ଯେତେ ଦୁଃଖ।


ପ୍ରଥମ ଦେଖା ତ ସବୁଠୁ ନିଆରା ଶେଷ ଯାଏଁ ମନେ ରହେ

ହସରେ ଲୁହରେ କିଛି କ୍ଷଣ ପାଇଁ ଆଖି ଆଗେ ନାଚି ଯାଏ।


ପ୍ରଥମ ଚୁମ୍ବନ ଦେହେ ସିହରଣ

ନାଁ କହି ହୁଏ, ସହି ହୁଏ

ବିରହ ବେଳାରେ ମନେ ପଡିଗଲେ ଲୁହ ଟୋପେ ଢାଳି ଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance