Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Md Hanif

Romance

4  

Md Hanif

Romance

ପ୍ରେମ

ପ୍ରେମ

1 min
317



ପ୍ରେମ ଶାଶ୍ଵତ, ଚିରନ୍ତନ

ପ୍ରେମ ସୃଷ୍ଟି ର ବରଦାନ

ପ୍ରେମ ବିନା ନୁହେଁ କଦାପି

ସୁଖମୟ ଏହି ଜୀବନ  ।।


ସବୁଠୁ ଗଭୀର, ସରସ 

ଅନ୍ତରେ ପ୍ରେମ ଶିଶୁ ମାତା

କବି ପ୍ରେମ ମନୁ ଝରୁଛି

ଧାଡ଼ି ଧାଡ଼ି କେତେ କବିତା ।।


ଆଜିକା ପ୍ରେମ କାହିଁ ହୁଏ

ତିରଷ୍କାର ଓ କଳୁଷିତ

ପରିଭାଷା ତା' ଯେ ବୁଝିନି

ଅନୁତାପ କରିବ ସତ ।।


ତଉଲି ଦିଅନ୍ତି ପ୍ରେମକୁ

କେହି ତ ଟଙ୍କା ପଇସାରେ

ସୁଗମ ପଥ ହେବ ପ୍ରେମ

ଏ ସମାଜିକ ମାଧ୍ୟମରେ  ।।


Rate this content
Log in

Similar oriya poem from Romance