STORYMIRROR

Md Hanif

Others

3  

Md Hanif

Others

ଏକା ଏକା

ଏକା ଏକା

1 min
248


ଭଲ ଲାଗୁନି ପ୍ରିୟା ତୁମରି ବିନା

ଏଠି ଏକା ଏକା

କି ଦୋଷ କଲି ନ କହି ଚାଲିଗଲ

ଦେଇ ମୋତେ ଧୋକା ।।

ତୁମେ ଗୋଲାପରେ ଫୁଲ ବାସୁ ନାହିଁ

ଜହ୍ନ ଆଉ ଯେ ଜ୍ୟୋତ୍ସ୍ନା ଢାଳୁନାହିଁ

ବୋଧେ ହୋଇଛି ସେ ଖପ୍ପା ।।

ଚାତକ ପରିକା ଚାହିଁଛି ବାଟକୁ

କେବେ ହେବ ତୁମରି ସାକ୍ଷାତ ଦେଖା ।

ଫେରି ଆସ ପ୍ରିୟା ବଞ୍ଚିବି କେମିତି

ଏତେ ବଡ଼ ଦୁନିଆରେ ଏକା ଏକା ।।



Rate this content
Log in