STORYMIRROR

Md Hanif

Action

3  

Md Hanif

Action

ଅଜଣା ପଥ

ଅଜଣା ପଥ

1 min
169


ମନୁଷ୍ୟ ଜନମ ଏକ ଦୁର୍ଲଭ ଜନ୍ମସୃଷ୍ଟି ର ବରଦାନ

ଏନ୍ତୁଳିଶାଳରୁ ଶେଷ ଯାଏଁ

କେତେ ଦୁର୍ଗମ ଅଙ୍କାବଙ୍କା

କଣ୍ଟକିତ ପଥରେ

ପଥିକ ହୋଇ ଚାଲି ଥାଏ

ସମୟ ସ୍ରୋତରେ ସାମିଲ ହୋଇଥାଏ

ଅସରନ୍ତି ବାଧା ବାଦ୍ଧକତା ମଧ୍ୟରେ,

ଯେତେ ବେଳେ ନିଜର ମାନେ ଅପରିଚିତର

ଖୁବ ଅଭିନୟ କରି ହାତ ଛାଡ଼ି ଦେଇ 

ବେସାହାରା କରନ୍ତି ପ୍ରତି ମୁହୁର୍ତ୍ତରେ

ତେବେ ପାଦ ତଳ ମାଟି 

ଖସିଯିବା ପରି ଲାଗେ,

ଭଙ୍ଗା ଆତ୍ମା ର ଅତ୍ଭୁତ ଚିତ୍କାର 

କାନ ପାଖରେ ଠୋ ଠୋ ଅମରଣ ଅନଶନ

ଅସହ୍ୟ ମିଜାଜ ବିଗିଡ଼ି ଯାଏ

ଚାଲୁ ଥାଏ

ହସୁଥାଏ ଅର୍ଥହୀନ ହସ

ପଛକୁ ଟିକେ ବି ଅନାଉ ଥାଏ 

ଏହି ଅଜଣା ପଥରେ ପଥିକ ଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action