Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Md Hanif

Others

3  

Md Hanif

Others

ସମ୍ପର୍କ

ସମ୍ପର୍କ

1 min
251


 

ପ୍ରେମ, ସ୍ନେହ, ଶ୍ରଦ୍ଧା.

 ଓ 

ମମତା 

ଏସବୁ ସମ୍ପର୍କର ଫୁଲ ଚାଙ୍ଗୁଳା ।


କେତେବେଳେ ଘନିଷ୍ଠତା ?

      ତ

କେତେବେଳେ ନିରବତା ?

କେତେବେଳେ ମାନବିକତା ?

        ତ

କେତେବେଳେ ଔପଚାରିକତା ।


ଶ୍ରେଷ୍ଠ ପ୍ରାଣୀ ଠାରୁ କୀଟ ପତଙ୍ଗ ଯାଏଁ

ସଜୀବ ଠାରୁ ନିର୍ଜୀବ ଯାଏଁ,

ସମସ୍ତେ କରନ୍ତି ସମ୍ପର୍କର ଅଭିନୟ ।


ନବଜାତର ସମ୍ପର୍କ ଚିପୁଡା ଦୁଇ ଠୋପା ଆହାର

ଶ୍ରାବଣ ର ସମ୍ପର୍କ ବାସ୍ନ ବତୁରା ମାଟିର 

ତତଲା ରାସ୍ତା ର ସମ୍ପର୍କ ନରମ ହାୱାଇ ଚପଲ ର ।


ସମସ୍ତେ ସମ୍ପର୍କର ମୂଲ୍ୟ ବୁଝି ଅବୁଝା କାହିଁକି ? 

ସ୍ଵାର୍ଥ ର ଇସାରା ରେ ବଦଳିଯାନ୍ତି ଭଲ ମଣିଷ

 ତେଜିୟାନ ହୁଏ ଅଘଟଣା ,

ସମ୍ପର୍କ ହୁଏ ନିରୁଦ୍ଦିଷ୍ଟ ,

ଯାଉ ଯାଉ କହେ ସେ,

ଉଦାଶ ହୁଅନି,

ସ୍ଵାର୍ଥ କୁ, 

 ଉତ୍ସର୍ଗ କର... ଉତ୍ସର୍ଗ କର ...ଆନ୍ତରିକ ସହ ।



Rate this content
Log in