STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ପ୍ରେମ

ପ୍ରେମ

1 min
667

ପ୍ରେମ ଏକ ପବିତ୍ର ଶବ୍ଦ ଟିଏ

ପ୍ରେମ ଏକ ଅଲୌକିକ ଭାବ ଟିଏ ।


ପ୍ରେମ ଦୁଇ ହୃଦୟର ମିଳନ

ପ୍ରେମ ରେ କଥା କୁହେ ଦୁଇ ନୟନ ।


ପ୍ରେମ ଏକ ମିଠା ସ୍ବପ୍ନ ଟିଏ

ପ୍ରେମ ଏକ ମିଠା ସମୟ ଟିଏ ।


ପ୍ରେମ ପାଇଁ ବୟସ ଲୋଡ଼ା ନାହିଁ

ପ୍ରେମ ହୁଏ ଭଲ ପାଇବା କୁ ନେଇ ।


ପ୍ରେମ ଏକ ଲକ୍ଷ ସ୍ଥଳ ଟିଏ

ପ୍ରେମ ଏକ ପବିତ୍ର ଫୁଲ ଟିଏ ।


ପ୍ରେମ ରେ ପାଇବାର କିଛି ନାହିଁ

ପ୍ରେମ ନିଜ ପ୍ରିୟତମ ର ସୁଖ ପାଇଁ ।


ପ୍ରେମ ଏକ ଜହ୍ନ ରାତି ଟିଏ

ପ୍ରେମ ମୋ ହୃଦୟ ର ଭାଷା ଟିଏ ।


ପ୍ରେମ ବିନା ବଞ୍ଚି ହୁଏ ନାହିଁ

ପ୍ରେମ ହୁଏ ଜୀବନ କୁ ଆଗକୁ ନେବା ପାଇଁ ।


ପ୍ରେମ ଏକ ଅସରନ୍ତି ପଥ ଟିଏ

ପ୍ରେମ ଏକ ନଇ ର ଧାର ଟିଏ ।


ପ୍ରେମ କେବେ କାହା ସହ ହୋଇ ଯାଏ

ପ୍ରେମ କେବେ କାହା ସହ ସମ୍ପର୍କ କୁ ଯୋଡି ଦିଏ ।


ପ୍ରେମ ଏକ ଅମାନିଆ ନିଶା ଟିଏ

ପ୍ରେମ ଏକ ମନ ର ସ୍ମୃତି ଟିଏ ।


Rate this content
Log in

Similar oriya poem from Classics