STORYMIRROR

Dr. Rajib Lochan Panigrahy

Romance

3  

Dr. Rajib Lochan Panigrahy

Romance

ପ୍ରେମ

ପ୍ରେମ

1 min
1.1K


ପ୍ରେମହିଁ ସତ୍ୟ

ପ୍ରେମହିଁ ଶାଶ୍ୱତ

ପ୍ରେମ ଅଟେ ଚିରନ୍ତନ

ପ୍ରେମ ଅଛି ବୋଲି

ଚାଲିଛି ଜଗତ

ପ୍ରେମରେ ପାଗଳ

ସମସ୍ତ ଭକତ

ପ୍ରେମ ଅଛି ବୋଲି

ରହିଛି ଜଗତ

ପ୍ରେମ ରେ ବନ୍ଧା

ଏ ସାର ସଂସାର

ପ୍ରେମ ନଥିଲେ

ସବୁ ଅସାର

ପ୍ରେମରେ ନଥାଏ

ପାଇବାର ଆଶା

କାମନା ବାସନା

ଵା ଅନ୍ୟ ବେଉଷା

ଯୁଗେ ଯୁଗେ ପ୍ରେମ

ରହିଛି ବଞ୍ଚି

ଶାଶ୍ୱତ ପ୍ରେମକୁ

ସଂଚେରେ ଚିହିଁ 

ପ୍ରେମ ହିଁ ଇଶ୍ୱର

ପ୍ରେମ ବିନା ଏଠି

ସବୁ ନଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance