STORYMIRROR

SACHALA GURU

Inspirational

3  

SACHALA GURU

Inspirational

ପ୍ରେମ

ପ୍ରେମ

1 min
216

ପ୍ରେମ ଚିରନ୍ତନ ଶାଶ୍ୱତ ଅମୃତ 

  ଚିରସ୍ରୋତସ୍ୱନୀ ଗଙ୍ଗା 

ପ୍ରେମର ସ୍ୱରୂପ ନ ଥାଏ ବିକାର 

  ଅମୀୟ ପ୍ରୀତି ଆକାଂକ୍ଷା ll

ରାଧା କୃଷ୍ଣ ପ୍ରେମ ପବିତ୍ର ଶାଶ୍ୱତ 

   ନ ଥାଏ ସେ ଆବିଳତା 

ଚିର ଅମରତ୍ୱ ପ୍ରେମର ଶୁଦ୍ଧତା 

   ନିର୍ମଳ ପରିପୂର୍ଣତା II

ସତ୍ୟ, ପବିତ୍ରର ନିର୍ଝରିଣୀ ଧାର 

  ପ୍ରେମେ ନାହିଁ କଳୁଷିତ 

ଅମୃତ ଭାବନା ଚିରନ୍ତନ ସତ୍ୟ 

  ହୃଦୟେ ଆଣେ ପବିତ୍ର II

ସତ୍ୟ ନିରଞ୍ଜନ ପଵିତ୍ର ଚିନ୍ତନ 

   ହୃଦୟେ ବିରାଜ ମାନ 

ମଧୁର ପିୟୁଷ ଆଣେ ଶତାୟୁଷ 

  ବିଭୁ ହୁଅନ୍ତି ପ୍ରସ୍ଥାନ II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Inspirational