STORYMIRROR

SACHALA GURU

Tragedy Crime

3  

SACHALA GURU

Tragedy Crime

ବଳତ୍କାର

ବଳତ୍କାର

1 min
229

ମାୟାଘେରା ଘନ ଅନ୍ଧକାର ଭିତରେ

     ନାରୀଟିଏ ସୁରକ୍ଷାର ପଥ ଖୋଜିବୁଲେ

ନର ହନ୍ତା କାରୀ କାମନାର ମୋହରେ

     ଇନ୍ଦ୍ରଜାଲେ ଅସହାୟ ହୋଇଚାଲେ ll

ଅସୁମାରୀ ଆଶାର ଆଲୋକ

କ୍ଷଣକରେ ଚୁରମାର ହୋଇ

ରାକ୍ଷସ ରୂପୀ ନର ଶୋଷଣର

ନିମିଷକେ ତାର ଜୀବନ କୁ କରେ କ୍ଷୀର୍ଣ୍ଣ ଭିନ୍ନ ll

ବର୍ତ୍ତମାନ ଘଡି ସନ୍ଧି ମୁହୂର୍ତ୍ତରେ କେବଳ

ନାରୀ ସୁରକ୍ଷାର ହାହାକାର

ନାହିଁ ତାର ବିବେକର ଥଳକୁଳ

କାମନାର ମୋହରେ ପଡି

ନାରୀ ହେଲା ବଳତ୍କାର?

ଯେଉଁ ନାରୀ ଲାଗି ସୃଷ୍ଟିର ସ୍ଥିତି

ବଞ୍ଚି ରହିଛି ସୃଷ୍ଟିର ଆଦ୍ୟରୁ

ତାହାରି ପାଇଁଏହି ପରିସ୍ଥିତି?

ନିରୁପାୟ ହେଲା କାହିଁକି?

ତାହାକୁ କରାଗଲା ବଳାତ୍କାର!

ଯିଏ ସୃଷ୍ଟିର ମୂଳଧୁଆ

ଯେ ପ୍ରତିଟି ନାରୀ ପୁରୁଷର

        ଜନ୍ମଦାତ୍ରୀ

ସେ ବିଶ୍ୱ ସୃଷ୍ଟିର ମହିୟସୀ, ଗାରିମାମୟୀ

ତା 'ପ୍ରତି ଅନ୍ୟାୟ, ଅତ୍ୟାଚାର

      ଆଉ ବଳାତ୍କାର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Tragedy