STORYMIRROR

SACHALA GURU

Others

3  

SACHALA GURU

Others

ଦୁଃଖ

ଦୁଃଖ

1 min
255

ମାନବ ଜୀବନ ଅଟେ ଦୁଃଖ ପୂର୍ଣ୍ଣ

  କଣ୍ଟକିତ ଅଟେ ସେହି

କେବେ ସେ ଜୁଆର କେବେ ହୁଏ ଭଟ୍ଟା

  ତାହାର ତୁଳନା ନାହିଁ ll


ସଂସାର ମଧ୍ୟରେ ଘର କରି ଅଛି

  ପଥର ହୋଇ ସହିଛି

କେଉଁ ଦିନ ମୋର ଫେରିବ ମୋ ସୁଖ

 . ଅନ୍ତରେ ମୁହିଁ ଭାବୁଛ ll


ଆହେ ଦୟାମୟ ଦେଇଛ ଆଶ୍ରୟ

  ଜୀବନର ପ୍ରାଣଦଣ୍ଡ

 କିପରି ଭୁଲିବ ଅଭୁଲା ସ୍ମୃତିକୁ

  ଦୁଃଖର ସେ ମେରୁଦଣ୍ଡ ll


ଦୁଃଖ ସୁଖ ପୂର୍ଣ୍ଣ ଲଭିଛି ଜୀବନ

  ସେହିତ ଦୁନିଆ ନାଟ

ସଂସାର ଜୀବନ ସୁଖ ପୂର୍ଣ୍ଣ ପାଇଁ

  ବିଭୁ ତାରିବେ ସଙ୍କଟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ