STORYMIRROR

SACHALA GURU

Others

3  

SACHALA GURU

Others

ଅନୁତାପ

ଅନୁତାପ

1 min
229


ସଂସାର ରୂପକ ସାଗରରେ ରହି 

 ଭୋଗଇ ଦୁଃଖ ଯନ୍ତ୍ରଣା 

କେବେ ଦିଏ ଦୁଃଖ କେବେ ଦିଏ ସୁଖ 

  ଘଟଇ ନାନା ଘଟଣା ll 


ନିର୍ଦ୍ଦୋଷ ଲୋକକୁ ଦୋଷ ଦେଇ ତାକୁ 

  କରେ ଭୁଲ ବୁଝାମଣା 

ନିରୀହ ସରଳ ହୃଦୟ ନିର୍ମଳ 

  . ହୁଅଇ ସେ ବାଟବଣା ll


ଅଜ୍ଞାତବଶତଃ ଦୋଷ ଦୂର୍ବଳତା 

 .... ଘଟିଥାଇ ପ୍ରତିକ୍ଷଣେ 

ଭାବିଲା ବେଳକୁ ଦୁଃଖ ବଢିଥାଏ 

  ଅନୁତାପ ପରି ମଣେ ll


ଅନୁତାପ ଜ୍ୱାଳା ଶରୀରରକୁ ଖାଏ 

  ବଢ଼ଇ ଯେ ରକ୍ତଚାପ 

ମଧୁମୟ ବ୍ୟାଧି ହୁଏ ତା ପରିଧି 

 .... ମନେ କରଇ ସନ୍ତାପ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ