STORYMIRROR

Sudhanjali Mishra

Romance

3  

Sudhanjali Mishra

Romance

ପ୍ରେମ

ପ୍ରେମ

1 min
244


ପ୍ରେମ ତ ଏମିତି ଛୋଟିଆ ଶବଦଟିଏ

କରିଲେ ସାକାର ଜୀବନ ସଫଳ ହୁଏ

ନା ତାର ପ୍ରେମ, ଖୁସି ଜୀବନ

ନିତ୍ୟ ମଧୁମୟ ହୁଏ.....

ପ୍ରେମ ତ ଏମିତି ..........(୦)

ଆତ୍ମା ଆତ୍ମାର ସେଠି ମିଳନ

ମନ ସହ ହୁଏ ମନ

ହୃଦୟ ଭାଷା ବୁଝି ହୁଅଇ

ନ ଥାଏ ସଂଦେହ ଭ୍ରମ

ପ୍ରେମ ତ ଏମିତି .......(୧)

ଉଭୟ ମଧ୍ୟେ ମିଠା ସଂପର୍କ

ଥାଏ ତ୍ୟାଗ ସମର୍ପଣ

ଅମୃତ ଧାରା ବୁହାଇ ସ୍ରୋତେ

ଶାଶ୍ବତ ର ଗୁଞ୍ଜରଣ

ପ୍ରେମ ତ ଏମିତି .....(..୨)

    


Rate this content
Log in

Similar oriya poem from Romance