STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଓଡିଆ ପ୍ରବାସୀ ପୁଅ

ଓଡିଆ ପ୍ରବାସୀ ପୁଅ

1 min
11.4K

ଓଡିଆ ପ୍ରବାସୀ ପୁଅ

ସଚେତନ ହୋଇ ରୁହ

ଯଦି ତୁମେ ଆମ ଓଡିଶା ଆସିବ

ପରୀକ୍ଷା କରିକି ହୁଅ ପ୍ରବେଶ

ଓଡିଆ ପ୍ରବାସୀ

ପରୀକ୍ଷା ସେଠାରେ ତୁମେ

କରି ଯଦି ନ ପାରିବ

ସଂଘରୋଧ କେନ୍ଦ୍ର ଆସି

ନିୟମ ମାନି ଚଳିବ

ମିଳାମିଶା କରିବନି କା'ସହ

ଓଡିଆ ପ୍ରବାସୀ

ତୁମ ଦୁଃଖ ଦେଖି ଆମ

ସରକାର ଆଣିଲେ

କରୋନା ଯୋଦ୍ଧାଙ୍କୁ ତୁମ

ସେବାରେ ଲଗାଇଲେ

ଅମାନିଆ କାହିଁକି ତୁମେ ହୁଅ

ଓଡିଆ ପ୍ରବାସୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍