STORYMIRROR

Trushna Das

Abstract Romance

2  

Trushna Das

Abstract Romance

ପ୍ରେମ

ପ୍ରେମ

1 min
61

ପ୍ରେମ ଏକ ଅଭୁଲା ସ୍ମୃତି


ପ୍ରେମ ମିଳିଲେ ଲାଗଇ ଅସରନ୍ତି ସମ୍ପତ୍ତି 


ପ୍ରେମ ହରାଇଲେ ଲାଗଇ ଜୀବନ ନାସ୍ତି 


ପ୍ରେମ କରଇ ସମ୍ପର୍କ ସୃଷ୍ଟି 


ପ୍ରେମ କରଇ ସୁଖ ଗୃହସ୍ଥି


ପ୍ରେମ କରଇ ପୁଣି ଅନେକ କ୍ଷତି


ପ୍ରେମ ତଥାପି ଏକ ଅଭୁଲା ସ୍ମୃତି 


ପ୍ରେମ ଆହାଃ ତୋର କେତେ କିର୍ତ୍ତୀ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract