STORYMIRROR

jagabandhu sahu

Romance

3  

jagabandhu sahu

Romance

ପ୍ରେମ ସଳିତା

ପ୍ରେମ ସଳିତା

1 min
622

ଝରଣା କୂଳରେ ଶୋଇ ଯାଇଥିଲି

   ତୁମ କୋଳେ ରଖି ମଥା

ଯେତେ ଦୁଃଖ ସବୁ ଭୁଲି ଯାଉଥିଲି 

    ତୁମ ସହ ହୋଇ କଥା ।


କେତେ ମଜା ମସ୍ତି କେତେ ହସ ଖୁସି

   ହେଉଥାଅ ମୋ ସାଥୀରେ

ତୁମରି ଚେହେରା ଭାସି ଭାସି ଆସେ

   ସବୁ ବେଳେ ରାତି ଅଧରେ ।


ତୁମରି କଥାକୁ  ଭାବି  ଭାବି ପ୍ରିୟା

    ଲେଖୁଛି ମୁହିଁ କବିତା

ତୁମରି ନାମରେ ନିତି ସଞ୍ଜ ବେଳେ

    ଜାଳୁଛି ମୁଁ ପ୍ରେମ ସଳିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Romance