STORYMIRROR

Anjana Naik,Anju..Deogarh

Romance

2  

Anjana Naik,Anju..Deogarh

Romance

ପ୍ରେମ ଋତୁ

ପ୍ରେମ ଋତୁ

1 min
87

ଲେଖିଛି ଆଜି ମୁଁ ପ୍ରେମର କବିତା 

ମୋ ହୃଦୟ କାଗଜରେ

ପଠେଇବି କାଲି ପ୍ରେମ ଦିବସରେ 

ତୋ ହୃଦୟ ଠିକଣାରେ ।


ପଢ଼ିଲେ ଜାଣିବୁ କେତେ ପ୍ରେମ ମୁଁ ଯେ 

ସାଇତିଛି ଏ ମନରେ 

ମାପି ପାରିବୁନି ଏ ଜୀବନ ସାରା 

ଦୁନିଆର ନିକିତିରେ ।


Rate this content
Log in

Similar oriya poem from Romance