Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract

3  

Suresh chandra Padhy

Abstract

ପ୍ରେମ ରେ ଯାତନା

ପ୍ରେମ ରେ ଯାତନା

1 min
190



ପ୍ରେମ ମୋତେ ଯାତନା ଦେଲା

ମୋ ପ୍ରେମିକ ମୋତେ ଧୋକା ଦେଲା ।


ପ୍ରେମ ଭରା ଦିନ କୁ ଆଶା ରଖି ଥିଲି

ଦୁଃଖର ରାତି ମୋ ପାଇଁ ପାଇଲି ।


ପ୍ରେମ ଗୋଲାପକୁ ହାତେ ଧରି ଥିଲି

କଣ୍ଟା କୁ ମୁ ଯେ ଅନୁଭବ କଲି ।


ମିଠା କଥା ଟିକେ ଚାହଁ ଥିଲି

କଟୁ ଭରା କଥା ତାର ପାଇଲି ।


ପ୍ରେମର ମଧୁ କୁ ଆଶା କରି ଥିଲି

ବିଷ କୁ ପ୍ରତି ମୁହୁତ୍ତ ରେ ପାଇଲି ।


କେତେ ସ୍ୱପ୍ନ ଦେଖିଥିଲି

ରାତି ମୋର ସ୍ୱପ୍ନ ଛଡାଇ ନେଲା ।


ଭାବନା ରେ ରହି ଖୁସି ହେଉ ଥିଲି

ମୋ ଜୀବନ ରୁ ସେ ଦୁରେଇ ଗଲା ।


Rate this content
Log in

Similar oriya poem from Abstract