Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debendra Mishra

Romance

3  

Debendra Mishra

Romance

ପ୍ରେମ ରେ ପ୍ରେମରେ

ପ୍ରେମ ରେ ପ୍ରେମରେ

1 min
166


ପ୍ରେମ ହିଁ ଜୀବନର ସର୍ବସ୍ବ,

ପ୍ରେମ ରେ ପ୍ରେମ ରେ ଚକା ଭଉଁରୀ

ଖେଳ, କାନଭାସ ପରି ଓ ଗାଲିଚା

ସଦୃଶ,ଅନ୍ତିମ ସତ୍ୟ ଓ ଅନ୍ତିମ ଲକ୍ଷ୍ୟ

ଘାସ ର ଗାଲିଚା ସଦୃଶ,ପ୍ରେମ ପ୍ରଣୟ

ହସ କlନ୍ଦର୍ ଓ ଖର l ଛାଇ ର

ଅହେତୁକ ସମ୍ପର୍କ,ମନ ଓ ମାନ ର

ଗାରିମା,ଜୀବନ ଯନ୍ତ୍ରଣା ର ଝଲକ

କlକୁସ୍ତ ଭେଳିକି,ଅନାୟlସ ପ୍ରେମ

ସମ୍ପର୍କ,ଜୀବନର ଚଳ l ପଥର

ଆତ୍ମାହୁତି l ବିଶ୍ଵ ପ୍ରେମ ଓ ବିଶ୍ଵ

ଚେତନାର ଆବର୍ତ୍ତନ ପ୍ରେମ,

ଝିଲ ମିଲ ରଙ୍ଗ ମଞ୍ଚ ପରି ଆଲୋକିତ l



Rate this content
Log in

Similar oriya poem from Romance