STORYMIRROR

Anil kumar Pradhan

Romance

3  

Anil kumar Pradhan

Romance

"ପାଚିଲା ପ୍ରେମ "

"ପାଚିଲା ପ୍ରେମ "

1 min
225


ଆସ ପ୍ରିୟତମା ଆନନ୍ଦ ଆଣିବା 

  ଆଶାର ଆଲୋକ ବୁଣି

ଖୋଲା ଆକାଶରେ ଶୀତଳ ପବନେ 

  ପକ୍ଷୀ ଯାଉଥିବେ ଉଡ଼ି l 

ମେଘ ମାଗୁଥିବା 

ରଚନା ରଚିବା 

     ସବୁଜିମା ସାଜ 

     ଧରିତ୍ରୀ ମଉଜ

ଅପରୂପ ଦୃଶ୍ୟ ଜୀବନେ ଆଣିବା

   ନୂଆ ଦୁନିଆରେ ହଜି   

ସାକ୍ଷୀଥିବେ ସଦା ତିନୋଟି ଠାକୁର 

   ପୁଷ୍ପବର୍ଷା ନଭୁ ତେଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance