STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରେମ ପ୍ରଣୟ

ପ୍ରେମ ପ୍ରଣୟ

1 min
227


ପ୍ରେମ ବିନା ଜୀବନର ମାନେ କିଛି ନାହିଁ

ପ୍ରେମ କରିବା ସୁନ୍ଦର ମନ

ନେଇ

ପ୍ରେମ କରିବା ପାଇଁ ବୟସ ଲୋଡ଼ା ନାହିଁ

ପ୍ରେମ ପ୍ରଣୟ ବିନା ସୃଷ୍ଟି କେବେ ହେବ ନି

ପ୍ରେମ କରିବାକୁ ସବୁ ମନ ଚାହୁଁ ଥାଏ

ପ୍ରେମ କରିବାକୁ ଲୋଡ଼ା ସାଥି ଟିଏ

ପ୍ରେମକୁ ନେଇ ବଞ୍ଚିବା ହୁଏ ସହଜ

ପ୍ରେମିକ ଟେ ଭୁଲି ଯାଏ ସବୁ ଲୋକ ଲାଜ

ପ୍ରେମ ପ୍ରଣୟକୁ ନେଇ ଆଗକୁ ଯିବା

ପ୍ରେମକୁ ନେଇ ସୁନ୍ଦର ଜୀବନ ଜିଇଁବା

ପ୍ରେମ ପ୍ରଣୟ ରେ ଦିବ୍ୟ ଭାବ ମନେ ରଖିବା

ପ୍ରେମ ଭୋଗୀ ନୁହେଁ ତ୍ୟାଗି କରେ ଜାଣିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance