Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

@Jharana Rout

Tragedy

3  

@Jharana Rout

Tragedy

ପ୍ରେମ ପାଉଣା

ପ୍ରେମ ପାଉଣା

1 min
175



ପ୍ରେମ ଥିଲା ତୋର ଛଳନା

    ଚାଲିଗଲୁ ଏକା କରି

କେମିତି ଭୁଲିଲୁ କହ ସାଥୀ ଥରେ

   କେଉଁ ଅପରାଧ ପାଁଇ ||


କଥା ଦେଇଥିଲ କରିବନି ପର 

    କେମିତି ପାରିଲ ଭୁଲି 

ଏହି ବୋଧେ ତୁମର ପ୍ରେମର ପାଉଣା 

   ଭୁଲି ମୁଁ ପାରୁନି ସାଥୀ ||


ସଂଜରେ ସକାଳେ ତୁମ କଥା ଭାବେ 

    ନୀରବରେ ଏକା ବସି 

ନୂଆ ପ୍ରେମ ପାଁଇ ଖୁସିରେ ଅଛ

 ମୋ କଥାକୁ କେମିତି ଗଲ ଭୁଲି ||


ପ୍ରେମର ପାଉଣା ଏମିତି ଦେଲ

   ସାଉଁଟି ପାରୁନି ତ ମୁହିଁ 

ଏ ପ୍ରେମର ନାମ କଣ ଦେବି ମୁଁ 

   ଭାବିତ ପାରୁନି ମୁହିଁ.... ||


        


Rate this content
Log in

Similar oriya poem from Tragedy