STORYMIRROR

G. Nandini Rao

Tragedy Classics Others

3  

G. Nandini Rao

Tragedy Classics Others

ଅଫୁଟା ଫୁଲ

ଅଫୁଟା ଫୁଲ

1 min
157

ଅଫୁଟା ଫୁଲ କୁ କୁଆଁରୀ ଝିଅ କୁ 

ତଳିବାକୁ ମନା କରିଥାନ୍ତି। 

କାରଣ ଅଫୁଟା ଫୁଲ କୁ ବୃକ୍ଷ ରୁ 

ତଳିଦେଲେ ଯେପରି ତା ଗର୍ଭରେ ଥିବା। 

ଶିଶୁ ଟିକୁ ମାରିଦେବା ସହ ସମାନ 

ଅଫୁଟା ଫୁଲ କୁ ଦେଖି 

ମନେ ଉତ୍କଣ୍ଠା ଅନୁଭବ ହୁଏ ଯେ 

ଏହି ଫୁଲ ଟି ଫୁଟି ତା ସୈାନ୍ଦର୍ଯ ରେ 

ମନକୁ ମୁଗ୍ଧ କରିଦେବ ।

ତା ସୈାନ୍ଦର୍ଯ ରେ ବାନ୍ଧି ରଖିବ

ଅଫୁଟା ଫୁଲ ର ମହକ ।

ମନେ ରହିଯାଏ ଚହକ 

କଢ ଟିକୁ ତଳିବା ଆଗରୁ ।

ମନ ମାନେନା ତଳିବାକୁ 

ଫୁଲ ଫୁଟେ ସୁନ୍ଦର ଦିଶେ 

ଚାରି ଆଡେ ରଙ୍ଗ ର ଧାରା ଦିଶେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy