STORYMIRROR

G. Nandini Rao

Inspirational Others

3  

G. Nandini Rao

Inspirational Others

ମାଟି

ମାଟି

1 min
197

ମାଟି ହେଉଛି ଆମ ମାଆ

ମାଟି ହେଉଛି ଆମ ସାହା।

ମାଟିରେ ଜନ୍ମି ମାଟିରେ ମରିବା 

ଏହା ହେଉଛି ବିଧିର ବିଧାନ।

ଫଳ, ଫୁଲର ଭଣ୍ଡାର ଦେଇ 

ଜୀବିତ ରଖିଛି ଆମକୁ।

ଧରଣୀ ଆମର ସର୍ବସଂହା

ସବୁବେଳେ ସହିଛି ଆମକୁ।

ତା ଛାତି ଚିରି ଦେଇ 

ନିଜକୁ ସନ୍ତୋଷ କରିଥାଉ। 

ଏହା ହେଉଛି ଆମ ମଣିଷ ପଣିଆ 

ଚିର ନମସ୍କାର ମାଟି ମାଆ ତୁମକୁ 

ଆମକୁ ଜୀବିତ ରଖିଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational