Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Romance

3  

Dipti lekha Mishra

Romance

ପ୍ରେମ ଓ ତ୍ଯାଗ

ପ୍ରେମ ଓ ତ୍ଯାଗ

1 min
502



ପ୍ରେମ କରିବାକୁ ଆସିଲେ କୁମର

କହିବ ତୁମକୁ ଦୂରୁ ଜୁହାର

ଆହେ ମୋର ରସିକ ନାଗର

ପ୍ରେମ କରିବାକୁ କିଆଁ ଆଗଭର ॥


ରସିକ ନାଗର ଆସିଲେ ଧିରେ

କହିଲେ ଆହେ ମୋ ସୁନ୍ଦରୀ

ତୁମ ପାଇଁ କି ତ୍ଯାଗ କରିବି କୁହ

ତୁମେ ତ ମୋ ପାଇଁ ଅପସରୀ ॥


ତୁମ ବିନା ମୋତେ ଲାଗେନି ଭଲ

ବଂଚି ପାରିବିନି ଦେହ ଧରି

ଭଲ ପାଇବାରେ ଉଣା କରିବିନି

ଥରେ ଦିଅ ମୋ ହାତ ଧରି ॥


ଏତେ ଯଦି ମୋତେ ପାଉଅଛ ଭଲ

କହିଲେ ଧିରେ ସେ ସୁନ୍ଦରୀ

ତମାଖୁ ଗୁଟଖା ତ୍ଯାଗ କର ଆଗେ

ହୃଦୟ ଯିବ ମୋ ପ୍ରେମେ ଭରି ॥


Rate this content
Log in

Similar oriya poem from Romance