STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
138

ପ୍ରେମ ଅଟେ ସିନା

ସରଗର ପରୀ

ମନ କିଣି ନିଏ ମୁରୁକି ହସି

ପ୍ରତାରଣା ଅଟେ

ନରକ ଜହର

ହତ୍ୟା କରେ ଦେଇ ପ୍ରେମକୁ ଫାଶୀ


ପ୍ରେମ ସିନା ଅଟେ

ସପନର ରାଣୀ

ସାଜେ ତୁମ ସିଏ ସୁନା ଘରଣୀ

ପ୍ରତାରଣା ପରା

କପଟୀ ପ୍ରେମିକା

ଅଧା ବାଟେ ଛାଡ଼େ ମନକୁ ହାଣି


ପ୍ରେମ ସିନା ଅଟେ

ସୁଖର ସାଗର

ମିଠା କଥା କହି ନିଜର କରେ

ପ୍ରତାରଣା ପରା

ଦୁଃଖର ସୁନାମି

ଅଦିନେ ଅକାଳେ ଜୀବନ ମାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance