ପ୍ରେମ ନିବେଦନ
ପ୍ରେମ ନିବେଦନ
ଗୋଲାପ ଧରି କହି ଦେଲୁ ମୋତେ
ଭଲ ପାଏ ମୁଁ କେବଳ ତୋତେ
ତୋ ବିନା କିଛି ଚାହେଁ ନାହିଁ
ଭଲ ପାଏ ବୋଲି କହିଦେଲି ମୁହିଁ p
ଏତେ ପାଖେ ମୋର ରହିଲୁ
ମୋର ମନ ଚୋରି କରିଲୁ
ଏତେ ଦୁଃଖ ଦେ ନାହିଁ ମୋତେ l
କହିଦେ ଭଲ ପାଉ ତୁ କେତେ
ତୋର ସାଥେ ଦେଖା ହୋଇଲା
ମୋ ମନ ତୋ ପାଇଁ ଝୁରିଲା
ଆଉ କେବେ କଷ୍ଟ ଦେବୁନି ମୋତେ l
ଭଲ ପାଇବା ଭରି ଦେ ଏତେ
ଅଳ୍ପ ହସ ରେ ତୋ ମନ ମୋହିଲୁ
ମୋ ମନ ଜାଣି କଥା ହୋଇଲୁ
ଆ ଥରେ ମୋ ପାଖକୁ ସତେ
ପ୍ରେମ ନିବେଦନ କରୁଛି ତୋତେ l

