STORYMIRROR

Ranjan kumar Mohanty

Romance

2  

Ranjan kumar Mohanty

Romance

ପ୍ରେମ ଖୋଲା ଆକାଶର ପକ୍ଷୀ...

ପ୍ରେମ ଖୋଲା ଆକାଶର ପକ୍ଷୀ...

1 min
162

ପ୍ରେମ କେବେ ନୀରଭିଜା ଦୁଇ ଆଖି

କେବେ ପୁଣି ଖୋଲା ଆକାଶର ପକ୍ଷୀ

ଦୂରକୁ ନିକଟ

ଦେଖାଏ ସେ ବାଟ

ପ୍ରେମ କେବେ ମହାମିଳନର ସାକ୍ଷୀ


ପ୍ରତୀକ୍ଷାରୁ ପ୍ରତିଶୃତି ପଥ ଅଛି ବାକି

ମନର ମଣିଷ ପାଖେ ମନ ଅଛି ବିକି

ଅଳପେ ଅତୁଟ

ନଥାଏ ଆକଟ

ପାପକୁ ପୀୟୂଷ ପ୍ରାୟେ ଦିଅଇ ସେ ମାଖି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance