STORYMIRROR

Khirodini Behera

Romance

1.9  

Khirodini Behera

Romance

ପ୍ରେମ କବିତା

ପ୍ରେମ କବିତା

1 min
14.3K


ପ୍ରେମ ଖୋଜିବା ଭିତରେ ପାଇନି କିଛି ମୁଁ

ନ ଖୋଜି ପାଇଛି  ଜୀବନେ ତତେ

କେଉଁଠି ଥିଲୁ ତୁ

ଆସିଲା ଏମିତି ମରଣକୁ ଭେଦି

ତୋ ପ୍ରେମ ଯେତେ ।

ପାଉଁଶ ହେବାକୁ ଏ ଶରୀର ମୋର

ଅଳପ ସମୟ ଥିଲା ମୋ ହାତେ

କି ମନ୍ତ୍ର ଫୁଙ୍କିଲୁ କି ପାଣି ଛିଞ୍ଚିଲୁ

ଆତ୍ମା ମୋ ଫେରିଲା ତୋ କରା ଘାତେ ।

ବଶୀଭୂତ ତୋର କୁହୁକ ଯାଦୁରେ

ସ୍ଵପ୍ନ କେନା ମେଲେ ମୋ ମନେ ଯେତେ

ମରଣ ଜୁଇରେ ରମଣର ସୁଖ

କିଏ ବା କହିବ ଆୟୁଷ କେତେ ।

Swapna Behera.


Rate this content
Log in

Similar oriya poem from Romance