Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Khirodini Behera

Tragedy Romance

3  

Khirodini Behera

Tragedy Romance

ମୁଁ ଥିଲି ଥିବି ତୁମରି ପାଇଁ

ମୁଁ ଥିଲି ଥିବି ତୁମରି ପାଇଁ

1 min
178



କହିଥିଲି ତୁମେବି 

ଏମିତି ଭୁଲିଯିବ କେବେଦିନେ ମତେ


ଡଷ୍ଟବିନରେ ଫୋପାଡିଲା ପରି ବଳକା ଜିନିଷ

ତୁମେବି ଫୋପାଡି ଦେବ 

ପ୍ରେମ ବୋଲି ସାଇତି ଧରିଥିବା

ସ୍ମୃତି ଆଉ ପ୍ରତିଶ୍ରୁତି ଯେତେ ।


ଜାଣିଥିଲି ତୁମେବି ଭୁଲିଯିବ 

ପିଲା ବେଳେ ହଜିଥିବା 

ମୋ ପାଉଁଜୀର ଶବ୍ଦ ପରି କେବେ ।

 

ପାଉଥିବି ଖାଲି ଦୁଃଖ ଆଉ ଦୁଃଖ

ତୁମେ ମନେ ପଡୁଥିବ ଯେବେ ।


ଏବେ ହଜିଯାଏ ସବୁତକ ଆଶା 

ଯଦି ଏବେ ମନେପଡ ତୁମେ 

ବହୁଥିବ ଦୁଇଟୋପା ଲୁହ

ଯଦି ଏବେ ମନେପଡ ତୁମେ

ଯଦି ଏବେ ମନେପଡ ତୁମେ ।



Rate this content
Log in

Similar oriya poem from Tragedy