Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Khirodini Behera

Others

2  

Khirodini Behera

Others

ପ୍ରେମ କବିତା

ପ୍ରେମ କବିତା

1 min
1.5K


ଖୋଜିବା ଭିତରେ ପାଇନି କିଛି

ମୁଁ ନ ଖୋଜି ପାଇଛି ଜୀବନେ

ତତେ କେଉଁଠି ଥିଲୁ

ତୁ ଆସିଲା ଏମିତି ମରଣକୁ ଭେଦି

ତୋ ପ୍ରେମ ଯେତେ ।

ପାଉଁଶ ହେବାକୁ ଏ ଶରୀର

ମୋର ଅଳପ ସମୟ ଥିଲା

ମୋ ହାତେ କି ମନ୍ତ୍ର ଫୁଙ୍କିଲୁ

କି ପାଣି ଛିନ୍ଚିଲୁ

ଆତ୍ମା ମୋ ଫେରିଲା ତୋ କରାଘାତେ ।

ବଶୀଭୂତ ତୋର କୁହୁକ ଯାଦୁରେ

ସ୍ୱପ୍ନ କେନା ମେଲେ

ମୋ ମନେ ଯେତେ

ମରଣ ଜୁଇରେ ରମଣର

ସୁଖ କିଏ ବା କହିବ ଆୟୁଷ କେତେ


Swapnabehera.


Rate this content
Log in