STORYMIRROR

Khirodini Behera

Others

2  

Khirodini Behera

Others

କାରଣ ମୁଁ ପ୍ରେମିକା

କାରଣ ମୁଁ ପ୍ରେମିକା

1 min
14.1K


ମୁଁ ଭୋଗିବାକୁ ପ୍ରସ୍ତୁତ

ନିତିନିତି ପ୍ରେମର ଯାତନା

ମୁଁ ସହିବାକୁ ପ୍ରସ୍ତୁତ ମଧ୍ୟ

ପ୍ରତି କ୍ଷଣ ପ୍ରେମର ବେଦନା ।

ମୁଁ ବାରଂବାର ମରିବାକୁ ପ୍ରସ୍ତୁତ

ତୋ ପ୍ରେମର ଶାଣିତ ଛୁରୀରେ

ମୁଁ ବାରଂବାର ପଥଭ୍ରଷ୍ଟ

ହେବାକୁ ପ୍ରସ୍ତୁତ

ତୋ ପ୍ରେମର ପବିତ୍ର ଇଙ୍ଗିତରେ ।

କ୍ଷୀରୋଦିନୀ ବେହେରା ( ସ୍ୱପ୍ନା )

ଭୁବନେଶ୍ୱର


Rate this content
Log in