STORYMIRROR

Khirodini Behera

Abstract

2  

Khirodini Behera

Abstract

ନୀରବ ଯନ୍ତ୍ରଣା

ନୀରବ ଯନ୍ତ୍ରଣା

1 min
13.1K


ଅବାରିତ ଅଶ୍ରୁ

ଧୁୁୁଅନ୍ତା ଯଦି ମୋ

ଗୋପନେ ଅର୍ଜିତ ପାପ

ଅନାସକ୍ତ ମନ

ପାଛୋଟି ନିଅନ୍ତା

ସବୁତକ ଅଭିଳାଷ ।

ସାଇତି ରଖିଛି

କେତେ ଯେ ଫଗୁଣ

ମିଳନର ଦ୍ୱାହି ଦେଇ

ଯଦି ତୁମେ ଆସ

ଅବଶ ତନୁ ମୋ

ତୁମକୁ ଭେଟନ୍ତା

ବାସ୍ତବକୁ ଠକି ଦେଇ ।

କ୍ଷୀରୋଦିନୀ ବେହେରା ( ସ୍ୱପ୍ନା )

ଭୁବନେଶ୍ୱର


Rate this content
Log in

Similar oriya poem from Abstract