STORYMIRROR

BULU BEHERA

Romance

3  

BULU BEHERA

Romance

ଚିର ଶାଶ୍ୱତ ପ୍ରେମ ଅମୃତ

ଚିର ଶାଶ୍ୱତ ପ୍ରେମ ଅମୃତ

1 min
214

ପ୍ରେମ ପାଇଁ କିଏ ଜିତେ


ପ୍ରେମ ପାଇଁ କିଏ ହାରେ


            ପ୍ରେମ ପାଇଁ ସୃଷ୍ଟି ରଚିତ,


ପ୍ରେମ କରି କିଏ ମରେ


ପ୍ରେମ କରି କିଏ ତରେ


            ପ୍ରେମ ପାଇଁ  ମହାଭାରତ l


ଅମର ହୋଇବ ପ୍ରେମ


ରହିବ ଶହେ ଜନମ l

   

           ଚିର ଶାଶ୍ୱତ ପ୍ରେମ ଅମୃତ l



ପ୍ରେମ ପାଇଁ ମୂଲ୍ୟବାନ


ଅଟେ ପରା ଯଉବନ l


           ଜୀବନରେ  ଥରୁଟିଏ ଆସେ,


ପ୍ରେମ କରି ଆସ ଭାଇ


ଚାଲିଯିବା ସୀମା ଦେଇଁ l


           ପ୍ରେମର ଏହି ଅଜଣା ଦେଶେ l


ଅତୀତରୁ ବର୍ତମାନ


ଘଟୁଛି ଘଟଣାମାନ


            ଘଟୁଥିବ  ଭାଇ ଅବିରତ,


ଅମର ହୋଇବ ପ୍ରେମ


ରହିବ ଶହେ ଜନମ l


           ଚିର ଶାଶ୍ୱତ ପ୍ରେମ ଅମୃତ l

     




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance