Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Romance

3  

Sanjukta Padhi

Romance

ପ୍ରେମ କବାଟରେ

ପ୍ରେମ କବାଟରେ

1 min
211


ପ୍ରେମ କବାଟରେ

ପ୍ରେମ କବାଟରେ ଥାଏ

ସହସ୍ର ସହସ୍ର ଫାଟ

ମନର ମିତଣୀ ଭାଳେ

କେଉଁଠି ସଠିକ ବାଟ ।


ପାରିଜାତ ଫୁଲ ପରି

ସବୁ ମହକକୁ ଭରି

ସ୍ମୃତିର ପାଖୁଡ଼ା ଧରି

ପ୍ରେମ ଖୋଜିବୁଲେ ଏଠି

ରସପୂର୍ଣ୍ଣ ଆଖୁରସ କିଆରୀ

ସ୍ଵାଦରେ ତାହାର ଯେତେ

ଥାଉ ଅମୃତର ଧାର

ପ୍ରେମ ଶାଶ୍ୱତ ସୁନ୍ଦର

ଜୀଵିତ ଚିର ଅମର ।


ପ୍ରେମ ବିନା ଅଧା ଅସମ୍ପୂର୍ଣ୍ଣ

ଏଇ ସଂସାର ପାରାବାର ।

ରକ୍ତ ଧମନୀର ବାଟ ଫିଟାଇ

ଚାଲିଥାଏ ପ୍ରେମ ତନ୍ଦ୍ରା ହୋଇ ।


Rate this content
Log in

Similar oriya poem from Romance