ପ୍ରେମ ଧୋକା ଦେଲା
ପ୍ରେମ ଧୋକା ଦେଲା
ପ୍ରେମ ମୋତେ ଧୋକା ଦେଲା
ମୋ ପ୍ରିୟତମା ବଦମାସ ଥିଲା ।
ମୋ ସାଥେ ସେ ଖେଳ ଖେଳିଲା
ମୋ ସାଥେ ଛଳନା ସେ କଲା ।
ଏତେ ଖଳ ପ୍ରକୃତି ର ସେ ଥିଲା
ମୋତେ ଭାରି କଷ୍ଟ ଦେଇ ଗଲା ।
ମୋ ମନ ଭାରି ଦୁଃଖ ସେ କଲା
ଆଉ କାହାକୁ ନିଜର କଲା ।
ମୋ ସାଥେ ତାର ପ୍ରେମ ନ ଥିଲା
ଭାରି ଦୁଷ୍ଟ ଝିଅ ସେ ହୋଇ ଥିଲା ।
