STORYMIRROR

Kalpana Satpathy

Romance Classics Fantasy

4  

Kalpana Satpathy

Romance Classics Fantasy

ପ୍ରେମ ଦାନ

ପ୍ରେମ ଦାନ

1 min
8

ପ୍ରୀତି କଦମ୍ବର ଡାଳେ ପ୍ରେମର ରାଗିଣୀ

ଛନ୍ଦେ ଛନ୍ଦେ ତୋଳିନିଏ ବିରହର ଧ୍ୱନି

ପ୍ରେମ ଦାନର ଅମୂଲ୍ୟ କାହାଣୀ

ରଚିଯାଏ ଦୁଇଟି ହୃଦୟ ମିଳନର

ସମ୍ପର୍କର ସୂତାଖି ର ମହା ସେତୁବନ୍ଧଟିଏ,

ଚିର ଶାସ୍ବତ ପ୍ରେମରେ ନଥାଏ ଆବିଳତା

ରହିଯାଏ କେତେ ସ୍ମୃତି ଗାଥା

ପ୍ରେମର ସପ୍ତରଙ୍ଗ ଇନ୍ଦ୍ରଧନୁ

ଜୀବନ ର ସବୁ ଖୁସିକୁ ସାଉଁଟି ନିଏ

ପ୍ରେମର ମନ୍ଦାକିନୀ ସ୍ରୋତ ରେ

ଭାସି ଭାସି ଚାଲିବାକୁ ପଡ଼ିଥାଏ

ସଂସାର ସାଗର କୂଳରେ

ଦୁହେଁ ଦୁହିଁଙ୍କ ପାଇଁ ବଂଚିବାର ସାହାରାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance