STORYMIRROR

DR SAMIR RANJAN BEHERA

Abstract Romance Classics

3  

DR SAMIR RANJAN BEHERA

Abstract Romance Classics

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

1 min
217

        


   କାହିଁ କେଉଁ ଅନତି କାଳରୁ

   ଅପେକ୍ଷା କରିଥିଲା

   ଏ ଶୁଷ୍କ ମରୁଭୂମି ର ଅଧୁରା ସପନ

   ରଚିବାକୁ ପ୍ରେମର ପ୍ରତିବିମ୍ବ

   ଭିଜିବାକୁ ପ୍ରଣୟ ପସରା ରେ

   ପଢିବାକୁ ତୋ ଓଠ ର ନିରବ ଭାଷା କୁ

   ହଜିବାକୁ ପ୍ରେମର ମତୁଆଲା ଶିହରଣ ରେ ll


   ମରୁଭୂମି ର ଏ ହୃଦୟ ରେ

   ସିଞ୍ଚନ କଲ ପ୍ରେମ ର ମୃଦୁମଲ୍ହାର

   ତୁମର ମନର ଆବେଗତା

   ତିଳ ତିଳ ଆପ୍ଳୁତ କରୁଥିଲା

   ଏ ଦଗ୍ଧୀଭୁତ ଶରୀର ର

    ପ୍ରତିଟି ଉଷ୍ଣ ସ୍ବେଦଗ୍ରନ୍ଥି ର

    ଏକ ଅହେତୁକ ପ୍ରେମାପ୍ଲୁତ ବାରି ରେ

    ଏକାକାର ହୋଇଯାଇଥିଲା

    ଦୁଇ ମନ ଦୁଇ ପ୍ରାଣ ଦୁଇ ଶରୀର

   ଏକ ଅନନ୍ୟ ପ୍ରେମ ବନ୍ଧନ ରେ ll

 

    

    

    

    


Rate this content
Log in

Similar oriya poem from Abstract