STORYMIRROR

Kalyani Nanda

Abstract

2  

Kalyani Nanda

Abstract

ପ୍ରେମ ବାରତା

ପ୍ରେମ ବାରତା

1 min
139

ପ୍ରେମ ବାରତା


ମଧୁର ସଂପର୍କ ଡୋରିରେ ,

ଦୁଇଟି ହୃଦୟ ଯେବେ ଯୋଡି ଯାଏ,

ସେ ମଧୁର କ୍ଷଣ ମିଠା ମିଠା ଲାଗେ ,

ଯେବେ ମନ ବଗିଚା ରେ ,

ପ୍ରେମ କୁସୁମ ବିକଶିତ ହୁଏ


ଭ୍ରମର ଗୁଂଜନେ ଫୁଲ ହସୁଥାଏ ,

ମଳୟ ପରଶେ ତନୁ ମନ ଶିହରି ଉଠେ,

ପ୍ରଜାପତି ସମ ମନ ଉଡି ବୁଲେ ,

ଝରଣା ଗାଏ, ଆକାଶେ ତାରକା ହସେ ,

ଚାନ୍ଦକୁ ଦେଖି କଇଁ ବି ହସେ ,

ମନ ଆଇନାରେ ପ୍ରିୟ ମୁହଁ ଦିଶେ ,

ମଧୁର ମଧୁର ପ୍ରେମ ଗୀତି ଶୁଭେ ,

ପ୍ରଥମ ପ୍ରେମର ବାରତା କେହି ଦେଇ ଯାଏ



Rate this content
Log in

Similar oriya poem from Abstract