STORYMIRROR

Amitav Sahu

Romance

2  

Amitav Sahu

Romance

ପ୍ରେମ- ୧୬

ପ୍ରେମ- ୧୬

1 min
2.9K

ପ୍ରେମ କେବେ ତୁମେ

ଜୀବନ ମରୁରେ ଶ୍ରାବଣର ବର୍ଷା ଧାରା

କେବେ ପୁଣି ବୈଶାଖର ଧୂ ଧୂ ଖରା

ଜାଳିଦିଅ କାହା ମନ

ହୃଦୟର ପ୍ରୀତି ପସରା

କେବେ ତୁମେ

ମନ ଦେଉଳର ଘୁମୁରି ପାରା

କେବେ ପୁଣି ଅନନ୍ତ ଗଗନେ

ଝିଲମିଲ ତାରାଟିଏ ଦିଗହରା


ତେଣୁ ବୋଧେ ତୁମକୁ

ବୁଝିବି ଅବୁଝା ରୁହେ

ଜୀବନ ସାରା... ଜୀବନ ସାରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance