STORYMIRROR

Amitav Sahu

Romance

3  

Amitav Sahu

Romance

ପ୍ରେମ-୧୦

ପ୍ରେମ-୧୦

1 min
213

ତମେ କହିଲ

ପ୍ରେମ ଖୁବ୍ ମିଠା

ଖାଇହୁଏ ସହଜରେ ।

କିନ୍ତୁ ମନେରଖ

ଅତ୍ୟଧିକ ମିଠା

ରୋଗର କାରଣ

ଯେମିତି ମିଠା

ସେମିତି ପ୍ରେମ

ପ୍ରେମ ଟିକିଏ ହେଉ ପଛେ

ବାଣ୍ଟିହେଉ ନିୟମିତ ଭାବରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance