STORYMIRROR

Banishree Upadhyaya

Crime Inspirational

3  

Banishree Upadhyaya

Crime Inspirational

ପରବେଶ ସୁରକ୍ଷା

ପରବେଶ ସୁରକ୍ଷା

1 min
11.9K

ଏ ଦେଶ ମାଟିରେ ବଢି ଆସୁଥିବା 

ଶୁଣ ରେ ସରବେେସରବେ ଭଉଣୀ ଭାଇ 

ସାମାନ୍ୟ ସୁଆରଥ ର ଆବଶ୍ୟକ ପାଇଁ 

ପରିିବେଶ କୁ ଅପରିିିଷ୍କାର ନ କର କେହି ।

ପରିିିିବେଷ ଆମର ଜୀବନ ଅଟଇ 

ବୃକ୍ଷ ଲତା ଆମର ବନ୍ଧୁ 

ଧ୍ବଂସ ହେବ ଯଦି ପରିବେଶ

ମିଳି ବନି ବାରି ବାୟୁ ।

ସୁଆରଥପର ମଣିଷ ଯୁୁୁଆଡେ ବର୍ଷା 

ସେଆଡେ ଟେକଇ ଛତା 

ବର୍ଷା ପାଣି ରେ ସମସ୍ତେ ଭିିିଜନ୍ତୁ 

କରେ ନା କାହାରି ଚିନ୍ତା ।

ପରିିିବେଶେ ଆଜି କମୁଛି ଅମ୍ଳଜାନ 

ବଢୁୁଛି ଅଙ୍ଗରକାମ୍ଳ ମଣିଷ ସମାଜ ପାଇଁ 

ହୋଇ ଅଛି କାଳ 

ରୋଗ କୁ କରୁଛି ନିମନ୍ତ୍ରଣ 

ସ୍ବଚ୍ଛ ଭାରର ଜୀବନ ର ଲକ୍ଷ୍ୟ 

ଥିଲା ବାପୁ ଙ୍କର ଲକ୍ଷ୍ୟ 

ତାଙ୍କ ଆଦର୍ଶ କୁ ଆପଣାଇ ନେଲେ

ଭାରତ ହେବ ମହାନ ।

ବୃକ୍ଷ ଲତା ସହ ପ୍ରାଣୀ ଜଗତର 

ସଂପର୍କ ବଢଇ ଜେତେ 

ଉଧବିଧ ବିକାଶ ନିମନ୍ତେ 

ସଚେେତ ହୁଅନ୍ତୁ ସମସ୍ତେ ।



Rate this content
Log in

Similar oriya poem from Crime