STORYMIRROR

Bairi Devi

Crime Others

4  

Bairi Devi

Crime Others

ନିଶାଖୋର

ନିଶାଖୋର

1 min
23.4K

ନିଶା ଶରୀର ପାଇଁ କ୍ଷତିକାରକ

ଆମେ ଭାବୁ ନିଶା ଆମକୁ ପୂର୍ଣ୍ଣତା ଦିଏ

ଆଉ ସୁଖ ବି

ନିଶା ଆମ ପସନ୍ଦ ନୁହଁ

ବାଧ୍ୟତାମୂଳକ।

ନିଶାର ପ୍ରକୃତ ବିଷାକ୍ତ ଯେ

ଆମ ଇଛାଶକ୍ତିକୁ ମାରିବା

ଓ ଅକ୍ଷମତା କରିବା

ସ୍ୱାଧୀନ ଇଛା,

ଉଚ୍ଚ ଚେତନାକୁ ଧୂଳିସାତ କରିବା।

ନିଶାସକ୍ତ ଦ୍ୱାରା ନକରାତ୍ମକ ସ୍ଵଭାଵ ବଢେ

ଯାହା ଅବଚେତନ ମନରେ

ଗଛିତ ଥିବା ସକାରାତ୍ମକକୁ

ଉଜ୍ଜୀବିତ କରିପରେନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime