STORYMIRROR

Bairi Devi

Abstract Others

4  

Bairi Devi

Abstract Others

ନିଶାଖୋର

ନିଶାଖୋର

1 min
23.4K

ନିଶା ଶରୀର ପାଇଁ କ୍ଷତିକାରକ

ଆମେ ଭାବୁ ନିିଶା ଆମକୁ ପୂର୍ଣ୍ଣତା ଦିିଏ

ଆଉ ସୁଖ ବି

ନିଶା ଆମ ପସନ୍ଦ ନୁୁହଁ 

ବାଧ୍ୟତାମୂଳକ।

ନିଶାର ପ୍ରକୃତ ବିଷାକ୍ତ ଯେ

ଆମ ଇଚ୍ଛାଶକ୍ତିକୁ ମାରିବା

ଓ ଅକ୍ଷମତା କରିିିବା

ସ୍ୱାଧୀନ ଇଛା,

ଉଚ୍ଚ ଚେତନାକୁୁ ଧୂଳିସାତ କରିିବା।

ନିଶାସକ୍ତ ଦ୍ୱାରା ନକରାତ୍ମକ ସ୍ୱଭାବ ଵଢେ

ଯାହା ଅବଚେତନ ମନରେ

ଗଛିତ ଥିିବା ସକରାତ୍ମକକୁ

ଉଜ୍ଜୀବିତ କରିପାରେନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract